ତକତା

ଉଇକିଅଭିଧାନ‌ରୁ

ତକତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତଖ୍ତାହ୍= ପଟା)[ସମ୍ପାଦନା]

୧. ତକ୍ତା; କାଠର ପଟା — ୧. A plank of wood; board.
୨. ପତଳା ଲମ୍ୱ ଓ ଚଉଡ଼ା ଖଣ୍ଡ; ଫର୍ଦ୍ଦ —୨. A sheet.


୩. କାଗଜର ଫର୍ଦ୍ଦ — ୩. A sheet of paper.
୪. ଛୋଟ ପଟା; ପଟୀ —୪. Tablet.
୫. (ସେଟଲମେଣ୍ଟ ଶବ୍ଦ) ଯେଉଁ କ୍ରିପଦ ଟେବଲ ଉପରେ ନକ୍ସା ରଖି ଅମିନମାନେ ସଉଜମିନ ମାପ ବେଳେ କାମ କରନ୍ତି —୫. Palne table.
୬. ଧାତୁର ଫଳକ —୬. Metal plate.
୭. ପଥରର ଲମ୍ୱ ଓ ଚୁଉଡ଼ା ପତଳା ଖଣ୍ଡ — ୭. Slab of stone.