Jump to content

ତକାଇବା

ଉଇକିଅଭିଧାନ‌ରୁ

ତକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ତର୍କ ଧାତୁ=ବିଚାରିବା; ଜ୍ଞାନ)

[ସମ୍ପାଦନା]
୧. ଚାହିଁବା; ଦେଖିବା —୧. To look at.

ଅଛ ବୋଲି କାହା ମୁଖ ତକାନ୍ତେ ସେ ବୋଳେ ବିଚାରଟି ଏହିମତେ ବ୍ରଜନାଥ. ସମତରଙ୍ଗ

୨. ଅପେକ୍ଷା କରିବା —୨. To wait for.