ତକ୍ତପୋଷ

ଉଇକିଅଭିଧାନ‌ରୁ

ତକ୍ତପୋଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତଖ୍ତ ପୋଷ୍=ବସିବାର ଆସ୍ତରଣ, ଆରବୀ - ତଖ୍ତାପୋଷ= କାଠର ଖଟ)[ସମ୍ପାଦନା]

କାଠ ପଟାର ଖଟ —A bedstead made of planks.

ସେହି ତକ୍ତପୋଷ ଉପରେ ଗୋଟିଏ ପୁରୁଷ ଏବଂ ତଳେ ଗୋଟିଏ ସ୍ତ୍ରୀ ବସି କରି କଥାବାର୍ତ୍ତାରେ ଲାଗି ଯାଇଅଛନ୍ତି ଫକୀରମୋହନ. ଛମାଣ ଆଠଗୁଣ୍ଠ