Jump to content

ତକ୍ରକୂର୍ଚ୍ଚିକା

ଉଇକିଅଭିଧାନ‌ରୁ

ତକ୍ରକୂର୍ଚ୍ଚିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚକ୍ର+କୃର୍ଚ୍ଚିକା, ୬ଷଷ୍ଠୀ ତତ୍)

[ସମ୍ପାଦନା]
୧. ଗରମ ଦୁଧରେ ଦହି ପକାଇ ପ୍ରସ୍ତୁତ କରିବା ଛେନା; ଦୁଧ ଛେନା; —୧. Cheese.
୨. ଲହୁଣୀ (ପ୍ରକୃତିବାଦ) —୨ Butter.