ତକ୍ରମାଂସ

ଉଇକିଅଭିଧାନ‌ରୁ

ତକ୍ରମାଂସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତକ୍ର+ମାଂସ, ଦ୍ୱନ୍ଦ୍ୱ)[ସମ୍ପାଦନା]

୧. ଛେନା ସଙ୍ଗେ ମାଂସ ରନ୍ଧା ହେଇଥିବା ପାରସ୍ୟ ଦେଶୀୟ ଖାଦ୍ୟ; କୋର୍ମା —୧. A sort of Persian curry.
୨. ମାଂସର ପକ୍ୱରସ (ହିନ୍ଦୀ - ଶବ୍ଦସାଗର) — ୨. Meat soup; broth.