ତକ୍ରାର୍

ଉଇକିଅଭିଧାନ‌ରୁ

ତକ୍ରାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ତକରାଳ(ଲ)—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଆରବୀ - ତକ୍ରାର, ତୁଳ. ସଂସ୍କୃତ - ତର୍କ)[ସମ୍ପାଦନା]

୧. କଳି; କଜିଆ; ଝଗଡ଼ା — ୧. Quarrel; dispute; altercation.
୨. ଆପତ୍ତି —୨. Objection.