Jump to content

ତକ୍ରାର୍

ଉଇକିଅଭିଧାନ‌ରୁ

ତକ୍ରାର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ତକରାଳ(ଲ)—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଆରବୀ - ତକ୍ରାର, ତୁଳ. ସଂସ୍କୃତ - ତର୍କ)

[ସମ୍ପାଦନା]
୧. କଳି; କଜିଆ; ଝଗଡ଼ା — ୧. Quarrel; dispute; altercation.
୨. ଆପତ୍ତି —୨. Objection.