ତକ୍ଷଶିଳା

ଉଇକିଅଭିଧାନ‌ରୁ

ତକ୍ଷଶିଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତକ୍ଷ+ଶିଳା)[ସମ୍ପାଦନା]

ପଞ୍ଜାବ ଅନ୍ତର୍ଗତ ନଗରୀତିଶେଷ (ତକ୍ଷ ରାଜାଙ୍କ ରାଜଧାନୀ; ବର୍ତ୍ତମାନ ନାମ ରାଓଲପିଣ୍ଡି) — A town in the Punjab; Taxilla.

[ଦ୍ରଷ୍ଟବ୍ୟ —ବର୍ତ୍ତମାନ ତକ୍ଷଶିଳା ଭୂମି ତଳୁ ଅନେକ ବୌଦ୍ଧ ସ୍ତୂପାଦିଗ ଚିହ୍ନ ବାହାରୁଛି ଗ୍ରୀକ୍ୱୀର ସିକନ୍ଦରଙ୍କୁ ତକ୍ଷଶିଳାର ରାଜା ଖୁବ୍ ସମ୍ମାନ ଓ ସତ୍କାର କରିଥିଲେ କେତେକ କାଳ ପର୍ଯ୍ୟନ୍ତ ଏହା ଅଶୋକଙ୍କ ସାମ୍ରାଜ୍ୟଭୁକ୍ତ ସମୃଦ୍ଧିମନ୍ତ ନଗର ଓ ପଶ୍ଚିମ ଭାରତର ପ୍ରଧାନ ବିଦ୍ୟାପୀଠ ଥିଲାଚାଣକ୍ୟ ଏହି ସ୍ଥାନର ଲୋକ ଥିଲେ]