ତଗର
ଦେଖଣା
ତଗର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ତ=କ୍ରୋଡ଼+ଗୃ ଧାତୁ=ଗ୍ରାସ କରିବା+ କର୍ତ୍ତୃ. ଅ)—ଟଗର (ଦେଖ) - Ṭagara (See)
(ସଂସ୍କୃତ - ନାମ—ତଗର, ବକ୍ର, କୁଟିଳ, ଶଠ, ମହୋରଗ, ନତ, ଦୀପନ, ବିନମ୍ର, କୁଂଚିତ, ଘଂଟ, ନହୁଷ, ପାର୍ଥିବ, ରାଜହର୍ଷଣ, କ୍ଷତ୍ର, ଦୀନ, କାଳାନୁଶାରିବା, କାଳାନୁସାରକ) ===
- ୨. ତଗର ବୃକ୍ଷର ଚେର — ୨. The root of the Tagara plant.
[ଦ୍ରଷ୍ଟବ୍ୟ —ଏହା ସୁଗନ୍ଧଦ୍ରବ୍ୟରେ ଗଣତି ହୁଏ ଏହାକୁ ଚୋବାଇଲେ ଦାନ୍ତର ଦରଜ ଭଲ ହୁଏ—ହିନ୍ଦୀ - ଶବ୍ଦସାଗର]
- ୩. ମଦନ ବୃକ୍ଷ ଓ ଫଳ; ମଏଣ (ଦେଖ) - — ୩. maeṇa (See)