ତଗରା

ଉଇକିଅଭିଧାନ‌ରୁ

ତଗରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -

୧. ରାଜସେବକବିଶେଷ —୧. A class of personal servantas of a king.

=== ବୈଦେଶିକ - ବିଶେଷ୍ୟ - (ତୁର୍କୀ ଢଗାର୍

୨. ରାଜମିସ୍ତ୍ରୀମାନେ ପଲସ୍ତରା ବା ଗାନ୍ଥିନିକାମ କରିବା ସମୟରେ ଚକଟା ମାଟି ବା ମସଲା ରଖିବା ନିମିତ୍ତ ଯେଉଁ ମାଟିର ଚଟକା ପାତ୍ର ବା ମାଟି ତେଲୁଣୀ ବ୍ୟବହାର କରନ୍ତି —୨. An earthen pan used by masons to put mortar in.