ତଗାଦା

ଉଇକିଅଭିଧାନ‌ରୁ

ତଗାଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତକାଜା)[ସମ୍ପାଦନା]

୧. ତାଗଦା; କୌଣସି ପ୍ରାପ୍ୟ ଦ୍ରବ୍ୟ ଦେବା ପାଇଁ ଦେବା ବ୍ୟକ୍ତିକୁ ପାଇବାକୁ ଅଧିକାରୀ ବ୍ୟକ୍ତିର ଅନୁରୋଧ ବା ତଲବ —Demand for a thing from a person from whom it is due.


୨. ସ୍ୱୀକୃତି ବସ୍ତୁ ଦେବା ବା କାର୍ଯ୍ୟ କରିବା ପାଇଁ ସ୍ୱୀକାର— କାରୀ ବ୍ୟକ୍ତିକୁ ଅନୁରୋଧ —୨. Request to a person to carry out a promised act.