ତଗାବୀ
ଦେଖଣା
ତଗାବୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ ତକାବୀ)
[ସମ୍ପାଦନା]କୃଷିଯନ୍ତ୍ର ଓ ବୀଜାଦି କ୍ରୟ କରିବା ନିମିତ୍ତ ଦୁର୍ଭିକ୍ଷ ବା ଫସଲ ହାନି ସମୟରେ ରାଜା ବା ସରକାରଙ୍କଦ୍ୱାରା କୃଷକଙ୍କୁଦିଆଯିବା ଋଣ ବା ଦାଦକ —Tuccavi loan; agricultural loan advanced to neddy cultivators by the Govrnment.
[ଦ୍ରଷ୍ଟବ୍ୟ —ଏ ଆରବୀ ଶବ୍ଦ ତକାବୀ ଇଂରାଜୀ ଭାଷାରେ ଚଳିଲାଣି]