ତଗାବୀ

ଉଇକିଅଭିଧାନ‌ରୁ

ତଗାବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ ତକାବୀ)[ସମ୍ପାଦନା]

କୃଷିଯନ୍ତ୍ର ଓ ବୀଜାଦି କ୍ରୟ କରିବା ନିମିତ୍ତ ଦୁର୍ଭିକ୍ଷ ବା ଫସଲ ହାନି ସମୟରେ ରାଜା ବା ସରକାରଙ୍କଦ୍ୱାରା କୃଷକଙ୍କୁଦିଆଯିବା ଋଣ ବା ଦାଦକ —Tuccavi loan; agricultural loan advanced to neddy cultivators by the Govrnment.

[ଦ୍ରଷ୍ଟବ୍ୟ —ଏ ଆରବୀ ଶବ୍ଦ ତକାବୀ ଇଂରାଜୀ ଭାଷାରେ ଚଳିଲାଣି]