ତଙ୍ଗହାଲ

ଉଇକିଅଭିଧାନ‌ରୁ

ତଙ୍ଗହାଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)[ସମ୍ପାଦନା]

୧. ନିର୍ଦ୍ଧନ; ଗରୀବ — ୧. Poor
୨. ରୋଗାଗ୍ରସ୍ତ —୨. Ill; sick.
୩. ବିପନ୍ନ —୩. Distressed; afflicted.