ତଙ୍ଗି
ଦେଖଣା
ତଙ୍ଗି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଙ୍ଗ=ଦକ୍ଷ, ସୁନ୍ଦର)
[ସମ୍ପାଦନା]ଚାଳକୀ; ଚାତୁରୀ — Shrewdness; cunning.
=== ବୈଦେଶିକ - ବିଶେଷ୍ୟ - (ଫା)
- ୧. ଦୁଃଖ — ୧. Misery.
- ୨. ସଂକୀର୍ଣ୍ଣତା — Narrowness.
- ୩. ବିପନ୍ନ ଅବସ୍ଥା —୩. Distressed or afflicted condition.
- ୪. ନିର୍ଦ୍ଧନତା —Poverty.
ପ୍ରାଦେଶିକ - (ଯାଜପୁର)—ବି
[ସମ୍ପାଦନା]ତମ୍ୱୀ (ଦେଖ) - Tambī (See)