ତଜ୍ଜନିତ

ଉଇକିଅଭିଧାନ‌ରୁ

ତଜ୍ଜନିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବିଶେଷଣ - (ତତ୍+ଜନିତ, ୩ୟା ତତ୍; ୫ମୀ ତତ୍)[ସମ୍ପାଦନା]

ସେହି କାରଣରୁ ଜାତ; ତହିଁରୁ ଜାତ — Resulting therefrom; consequent thereto.

ଦେଶଜ - କ୍ରି. ବିଶେଷଣ -[ସମ୍ପାଦନା]

ସେହି କାରଣରୁ —Therefore; consequently.