ତଜ୍ଜନ୍ୟ
ଦେଖଣା
ତଜ୍ଜନ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ - (ତତ୍+ଜନ୍ ଧାତୁ+କର୍ତ୍ତୃ. ଯ)
ତହିଁରୁ ଜାୟମାନ; ତହିଁରୁ ଉତ୍ପାଦ୍ୟ —Originating from that.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ତାହାଙ୍କ ନିମନ୍ତେ —୧ For him or her.
- ୨. ତହିଁ ନିମିତ୍ତ —୨. For it; therefor.
- ୩. ସେହି କାରଣରୁ —୩. For that reason; owing to that.