ତଜ୍ ବିଜ୍ ସାନି
ଦେଖଣା
ତଜ୍ ବିଜ୍ ସାନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଜ୍ ବିଜ୍ ସାନି
|
ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]- ୧. (କଚିରିଆ)—କୌଣସି ଅଦାଲତଙ୍କଦ୍ୱାରା ନିଜର ଫଏସଲି ମୋକଦ୍ଦମାର ପୁନର୍ବିଚାର — ୧. Review of a case once decided.
- ୨. ପୁନର୍ବିବେଚନା —୨. Reconsideration.