ତଟସ୍ଥ
ଦେଖଣା
ତଟସ୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତଟ+ସ୍ଥା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପକ୍ଷପାତଶୂନ୍ୟ; ଅପକ୍ଷପାତୀ — ୧. Impartial; neutrar.
- ୨. ତୀରସ୍ଥ —୨. Standing on the shore.
- ୩. ଉଦାସୀନ; ନିର୍ଲିପ୍ତ — ୩. Unconcerned, indifferent.
- ୪. ସମୀପସ୍ଥ —୪. Adjacent; near by.
- ୫. ଗଡ଼ାଣିରେ —୫. Standing on the shore.
- ୬. ପର୍ବତର ଶୃଙ୍ଗ ଓ ନିମ୍ନଦେଶର ମଧ୍ୟସ୍ଥଳରେ ଦଣ୍ଡାୟମାନ — ୬. Standing midway between the summit and valley.
ସଂସ୍କୃତ - ବିଶେଷ୍ୟ - (ହିନ୍ଦୁ ଦର୍ଶନ)
[ସମ୍ପାଦନା]ପଦାର୍ଥର ସ୍ୱରୂପ ଛଡ଼ା ଏହାର ଗୁଣ ଓ ଧନକୁ ନେଇ ଯେଉଁ ଲକ୍ଷଣ ପ୍ରକାଶ କରାଯାଏ (ହିନ୍ଦୀ - ଶବ୍ଦସାଗର) —(Hindu phīlosophy) the symptoms of a thing expressed with reference to its attibutes and qualities and not to its actual shape or form.
ଦେଶଜ - ବିଶେଷଣ -
[ସମ୍ପାଦନା]ତଟସ୍ତ (ଦେଖ) - —Taṭasta (See)