ତଟସ୍ଥ

ଉଇକିଅଭିଧାନ‌ରୁ

ତଟସ୍ଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତଟ+ସ୍ଥା ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ପକ୍ଷପାତଶୂନ୍ୟ; ଅପକ୍ଷପାତୀ — ୧. Impartial; neutrar.
୨. ତୀରସ୍ଥ —୨. Standing on the shore.
୩. ଉଦାସୀନ; ନିର୍ଲିପ୍ତ — ୩. Unconcerned, indifferent.
୪. ସମୀପସ୍ଥ —୪. Adjacent; near by.
୫. ଗଡ଼ାଣିରେ —୫. Standing on the shore.
୬. ପର୍ବତର ଶୃଙ୍ଗ ଓ ନିମ୍ନଦେଶର ମଧ୍ୟସ୍ଥଳରେ ଦଣ୍ଡାୟମାନ — ୬. Standing midway between the summit and valley.

ସଂସ୍କୃତ - ବିଶେଷ୍ୟ - (ହିନ୍ଦୁ ଦର୍ଶନ)[ସମ୍ପାଦନା]

ପଦାର୍ଥର ସ୍ୱରୂପ ଛଡ଼ା ଏହାର ଗୁଣ ଓ ଧନକୁ ନେଇ ଯେଉଁ ଲକ୍ଷଣ ପ୍ରକାଶ କରାଯାଏ (ହିନ୍ଦୀ - ଶବ୍ଦସାଗର) —(Hindu phīlosophy) the symptoms of a thing expressed with reference to its attibutes and qualities and not to its actual shape or form.

ଦେଶଜ - ବିଶେଷଣ -[ସମ୍ପାଦନା]

ତଟସ୍ତ (ଦେଖ) - —Taṭasta (See)