ତଟାକ

ଉଇକିଅଭିଧାନ‌ରୁ

ତଟାକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଟ=ତୀର+ଅକ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଯହିଁରେ ଜଳ ତଟ ପର୍ଯ୍ୟନ୍ତ ଯାଇ ତଟକୁ ଆଘାତ କରେ)[ସମ୍ପାଦନା]

ତଡ଼ାଗ; ବୃହତ୍ ପୁଷ୍କରିଣୀ — Tank; large pond.