ତଟାକ୍
(ତଟାତ୍—ଅନ୍ୟରୂପ)
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ହଠାତ୍)
[ସମ୍ପାଦନା]
- ୧. ହଠାତ୍; ଭୁସ୍ କିନି; ତଡ଼ାକ୍କିନି; ଚଟାକ୍କରି — ୧. Immediately; at once.
(ଯଥା—ସେ ଗାଧୋଇବାକୁ ନଈପାଣିକୁ ଗଡ଼ିବା ମାତ୍ରେ କୁମ୍ଭୀର ତାକୁ ତଟାକ୍ ଧରି ପକାଇଲା)
- ୨. ସତ୍ୱର; ଚଞ୍ଚଳ — ୨. Hastily; in hot haste.