ତଡ଼

ଉଇକିଅଭିଧାନ‌ରୁ

ତଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଟ; ପ୍ରା. ତଡ଼)[ସମ୍ପାଦନା]

୧. ନଦ୍ୟାଦିର ତୀର; କିନାରା; ପ୍ରାନ୍ତ —୧. Shore; strand.

(ଯଥା—ଶିରାଜଗଞ୍ଜ ନିକଟରେ ଥିବା ସରକାରୀ ଅଫିସ ତଡ଼କୁ


ଅନୁବାଦ[ସମ୍ପାଦନା]

ବୋଲି ଯମୁନା ଖାଇ ଆସିଲାଣି ଦୈ. ଆଶା ୨୧ ୮ ୨୮: ]

୨. କୂଥ, ନଈ ବା ଖଣି ଗାତର ଅତଡ଼ା ବା ସିଧା କାନ୍ଥ — ୨. steep wall of a well or a deep hole.

(ଯଥା—ବାଳକଟି ଗଭୀର ଖଣିର ସିଧା ତଡ଼ ଧରି ଧରି ଗୋଟିଏ ପେନ୍ସିଲ୍ରେ ଭରା ଦେଇ ଦେଇ ୨ ଘଣ୍ଟା ପରେ ଖଣି ଭିତରୁ ପଦାକୁ ଆସିଲା ଦୈ. ଆଶା. ୨୩୮ ୨୮: )