ତଡ଼ପ

ଉଇକିଅଭିଧାନ‌ରୁ

ତଡ଼ପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳ୍ପ=ଶଯ୍ୟା)[ସମ୍ପାଦନା]

୧. (ଦେବତା ଓ ରାଜାଙ୍କ ସମ୍ୱନ୍ଧେ ବ୍ୟବହୃତ ଶବ୍ଦ) ଉତ୍ତମ ବସ୍ତ୍ର — ୧. Good and fine cloth.

କୁସୁମାଳକୁ ପକାଇ ତଳକୁ , ତଡ଼ପଲାଗି ହୋଇଲେ ଦୀନକୃଷ୍ଣ. ରସକଲ୍ଲୋଳ

୨. ଜ୍ୱାଇଁ ଓ ମାମୁଙ୍କ ନିମନ୍ତ୍ରଣ ସଙ୍ଗେ ପଠାଯିବା ପାଞ୍ଚିଲୁଗା — ୨. The cloth, Pān̄chi by name, sent along with the formal marrige invitations to the son-in-law and the maternal uncle.