ତଡ଼ପ
ଦେଖଣା
ତଡ଼ପ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳ୍ପ=ଶଯ୍ୟା)
[ସମ୍ପାଦନା]- ୧. (ଦେବତା ଓ ରାଜାଙ୍କ ସମ୍ୱନ୍ଧେ ବ୍ୟବହୃତ ଶବ୍ଦ) ଉତ୍ତମ ବସ୍ତ୍ର — ୧. Good and fine cloth.
କୁସୁମାଳକୁ ପକାଇ ତଳକୁ , ତଡ଼ପଲାଗି ହୋଇଲେ ଦୀନକୃଷ୍ଣ. ରସକଲ୍ଲୋଳ
- ୨. ଜ୍ୱାଇଁ ଓ ମାମୁଙ୍କ ନିମନ୍ତ୍ରଣ ସଙ୍ଗେ ପଠାଯିବା ପାଞ୍ଚିଲୁଗା — ୨. The cloth, Pān̄chi by name, sent along with the formal marrige invitations to the son-in-law and the maternal uncle.