ତଡ଼ପ ନାୟକ

ଉଇକିଅଭିଧାନ‌ରୁ

ତଡ଼ପ ନାୟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପିନ୍ଧିବା ସମୟରେ ରାଜା ବା ଦେବତାଙ୍କ ପରିଧାନ କରିବା ବସ୍ତ୍ରକୁ ଆଣି ଦେବାପାଇଁ ନିଯୁକ୍ତି ଭୃତ୍ୟ —A servant who presents a cloth to a Deity or Rājā for wearing.