ତଡ଼ା
ଦେଖଣା
ତଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତଡ଼ା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଡ଼ ଧାତୁ=ଆଘାତ, ପ୍ରହର କରିବା)
[ସମ୍ପାଦନା]- ୧. ତୀର —୧. Shore; strand.
- ୨. ମୋଟା ଠେଙ୍ଗା; ଧଡ଼ା; ଲଗୁଡ଼ — ୨. Cudgel.
- ୩. ବିତାଡ଼ନା; ତଡ଼ିବା — ୩. Driving away; expulsion; ejectment.
- ୪. ଗଛଆଦିକୁ ଭୁମିରୁ ତାଡ଼ିବା କର୍ମ; ବୃକ୍ଷାଦିର ସମୂଳୋତ୍ପାଟନ — ୪. Uprooting; eradication.
ଅନୁବାଦ
[ସମ୍ପାଦନା]ତଡ଼ା
|
- ୫. ଠେଁସିବା —୫. Pushing.
- ୬. ଯେଉଁ ଲମ୍ୱ ଯଷ୍ଟିଦ୍ୱାରା ଠେକ ସାହାତ୍ଯ୍ୟରେ ଅନ୍ୟ ଭାରି ବସ୍ତୁକୁ ଟେକିବାକୁ ବା ଘୃଞ୍ଚାଇବାକୁ ହୁଏ — ୬. A leverbar.
ବିଶେଷଣ -
[ସମ୍ପାଦନା]- ୧. ଠେଁସା; ଅବାଧ୍ୟ —୧. Insubordinate.
- ୨. ବିତାଡ଼ିତ —୨. Driven away.