ତଡ଼ାଇବା

ଉଇକିଅଭିଧାନ‌ରୁ

ତଡ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ତଟ୍, ତ଼ଡ୍ ଧାତୁ=ଆଘାତ)[ସମ୍ପାଦନା]

୧. (ତ଼ଡ଼ିବାର ପ୍ରୟୋଜକ ରୂପେ) ଦୁର କରାଇବା —୧. To cause to be driven away or expelled.
୨. (ତାଡ଼ିବାର ଣିଜନ୍ତରୂପ) (ଗଛର ମୂଳକୁ)— ହଣାଇ ଖୋଳାଇ ସ୍ଥାନାନ୍ତରିତ କରାଇବା; ଉତ୍ପାଟିତ କରାଇବା —୨. To cause to be uprooted.
୩. (ମାଟି, ପଥରଆଦି ଖୋଳାଇ ବାହାର କରାଇବା — ୩. (mud, stone etc) To cause to be dug out.
୪. (ଭୁମିକୁ ହଳଦ୍ୱାରା) ଚଷାଇବା — ୪. To cause to be ploughed.

ଅନଙ୍ଗ ଲଙ୍ଗନେ ତଡ଼ାଇଲ ହେ—ପ୍ରାଚୀନ ସଙ୍ଗୀତ