ତଡ଼ାତଡ଼

ଉଇକିଅଭିଧାନ‌ରୁ

ତଡ଼ାତଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିବିଶେଷଣ - (ସଂସ୍କୃତ - ଝଟିତି; ସତ୍ୱର)[ସମ୍ପାଦନା]

ଅତିସତ୍ୱର ୧. Hastily.

୨. ଅତିଶ୍ରୀଘ୍ର; ତତ୍କ୍ଷଣାତ୍ —୨. Immediately.
୩. (ଧ୍ୱନ୍ୟନୁକରଣ) ତାସା ବଜାଇବାର ଶବ୍ଦ — ୩. The sound of striking a shallow kettle-drum with sticks.
୪. (ଧ୍ୱନ୍ୟନୁକରଣ) ଖୁବ୍ ଗୁଡ଼ାଏ ବର୍ଷିବାର ଶବ୍ଦ — ୪. The sound of a heavy downpour.