ତଡ଼ିତ୍ପ୍ରଭା

ଉଇକିଅଭିଧାନ‌ରୁ

ତଡ଼ିତ୍ପ୍ରଭା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. (ତଡ଼ିତ୍+ପ୍ରଭା; ୬ଷ୍ଠୀ ତତ୍)ବିଦ୍ୟୁତର ତେଜ —୧. The halo of lightning; electric flash.
୨. (ବହୁବ୍ରୀହି)—ସ୍କନ୍ଦଙ୍କର ଏକ ମାତାଙ୍କ ନାମ — ୨. Name of one of the foster-mothers of Skanda (M.W.)

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବହୁବ୍ରୀହି)[ସମ୍ପାଦନା]

ତଡ଼ିତ୍ ପ୍ରଭର ସ୍ତ୍ରୀଲିଙ୍ଗରୂପ — Feminine form of Taṟḍ̠it prabha.