ତଡ଼୍ ତଡ଼୍
ଦେଖଣା
ତଡ଼୍ ତଡ଼୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଡ଼୍ ତଡ଼୍
|
(ତଡ଼ ବଡ଼୍—ଅନ୍ୟରୂପ)
ଦେଶଜ - ବିଶେଷଣ - ଓ କ୍ରି. ବିଣ—(ସଂସ୍କୃତ - ସତ୍ୱର; ଝଟିତି)
[ସମ୍ପାଦନା]- ୧. ତରତର; ଅତି ସତ୍ୱର; ଅତି ଉଦ୍ୱେଗାନ୍ୱିତ ହୋଇ —୧. All in a hurry; in a bustle; in haste.
- ୨. କାର୍ଯ୍ୟରେ ଅତ୍ୟନ୍ତ ବ୍ୟସ୍ତ — ୨. Vary busy.