ତଣ୍ଟିକଟା
ଦେଖଣା
ତଣ୍ଟିକଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରାଣନାଶ କରିବା ନିମନ୍ତେ ତୋଟିର ନଳିକୁ କାଟିବା —୧. Cutting of the throat or gullet.
- ୨. ଗୋରୁଙ୍କର ଘୁଡ଼ୁକାରୋଗ; ଘୁଡ଼ୁକା (ଦେଖ) - ୨. Ghurdukā (See)
- ୩. ଯେ ଧନ ଅପହରଣ ଲୋଭରେ ଅନ୍ୟ ବ୍ୟକ୍ତିର ତଣ୍ଟି କାଟି ମାରିପକାଏ; ଖଣ୍ଟ; ଠଗ —୩. Cut-throat; thug.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ଲକ୍ଷଣାର୍ଥ)
[ସମ୍ପାଦନା]- ୧. ଅବିଶ୍ୱାସୀ; ଦଗାଦାର — ୧. Untrustworthy; fraudulent; dangeruos (person).
ପରତେ ନ ଯିବୁ ତଣ୍ଟିକଟାକୁ, ପରତେ ନ ଯିବୁ ଚୁଟିକଟାକୁ ପ୍ରବଚନ
- ୨. ଅନ୍ୟ ବ୍ୟକ୍ତିର ତଣ୍ଟି କାଟିବା ପରେ ତା ଠାରୁ ଅପହୃତ (ଧନ) —୨. (property) Taken from a person after killing him by cutting his throat.
- ୩. (ଲକ୍ଷଣାର୍ଥ) ଠକେଇବୃତ୍ତ ଲବ୍ଧ (ଧନ); ଅସଦ୍ ଉପାୟରେ ଲବ୍ଧ (ଧନ) —୩. (property) Earned by cheating or by evil means.