ତଣ୍ଟିକଟା

ଉଇକିଅଭିଧାନ‌ରୁ

ତଣ୍ଟିକଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପ୍ରାଣନାଶ କରିବା ନିମନ୍ତେ ତୋଟିର ନଳିକୁ କାଟିବା —୧. Cutting of the throat or gullet.
୨. ଗୋରୁଙ୍କର ଘୁଡ଼ୁକାରୋଗ; ଘୁଡ଼ୁକା (ଦେଖ) - ୨. Ghurdukā (See)
୩. ଯେ ଧନ ଅପହରଣ ଲୋଭରେ ଅନ୍ୟ ବ୍ୟକ୍ତିର ତଣ୍ଟି କାଟି ମାରିପକାଏ; ଖଣ୍ଟ; ଠଗ —୩. Cut-throat; thug.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ଲକ୍ଷଣାର୍ଥ)[ସମ୍ପାଦନା]

୧. ଅବିଶ୍ୱାସୀ; ଦଗାଦାର — ୧. Untrustworthy; fraudulent; dangeruos (person).

ପରତେ ନ ଯିବୁ ତଣ୍ଟିକଟାକୁ, ପରତେ ନ ଯିବୁ ଚୁଟିକଟାକୁ ପ୍ରବଚନ

୨. ଅନ୍ୟ ବ୍ୟକ୍ତିର ତଣ୍ଟି କାଟିବା ପରେ ତା ଠାରୁ ଅପହୃତ (ଧନ) —୨. (property) Taken from a person after killing him by cutting his throat.
୩. (ଲକ୍ଷଣାର୍ଥ) ଠକେଇବୃତ୍ତ ଲବ୍ଧ (ଧନ); ଅସଦ୍ ଉପାୟରେ ଲବ୍ଧ (ଧନ) —୩. (property) Earned by cheating or by evil means.