ତଣ୍ଟିଚିପା
ଦେଖଣା
ତଣ୍ଟିଚିପା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନିଶ୍ୱାସ ବନ୍ଦ କରି ମାରି ପକାଇବା ନିମନ୍ତେ ଗଳା ଟିପିବା —୧. Choking up the throat in order to kill (a person) strangling.
- ୨. (କୌଣସି ଲୋକର) ଗଳାକୁ ଚିପି ନିଶ୍ୱାସ ବନ୍ଦ କରିବାଦ୍ୱାରା ଦିଆଯିବା ଦଣ୍ଡ ବା କଷ୍ଟ ବା ଆଘାତ — ୨. An assault caused by choking up the throat (of a person).
- ୩. ଠକେଇ —Cheating; fraud.
- ୪. ଠକେଇ ବା ଅସଦ୍ ଉପାୟରେ ଧନ ଅର୍ଜନ — ୪. Earning property by cheating or evil means.
(ଯଥା—ମୋତେ ସିମିତ ତଣ୍ଟିଚିପା ବୃତ୍ତି ଆସେ ନାହିଁ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପରକୁ ଗଳା ଚିପି ମାରିପକାଇ ତା ଠାରୁ ପାଇବା ଅପହୃତ (ଧନ) —୧. (property) Taken from a person after strangling him.
- ୨. ଠକେଇ ବା ଅସଦ୍ ଉପାୟରେ ଲବ୍ଧ (ଧନ) — ୨. (property) Earned by cheating or evil means.
- ୩. ଯେ ପରର ଗଳା ଚିପି ମାରେ — ୩. A strangler; one who commits murder by strangling.