ତଣ୍ଟି ଘାଆ
ଦେଖଣା
ତଣ୍ଟି ଘାଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗଳବ୍ରଣ — ୧. A boil on or in the throat.
- ୨. ଗୋରୁମାନଙ୍କର କଣ୍ଠନଳୀର ଘାଆ ଓ ଫୁଲା; ଗୋରୁ— ମାନଙ୍କର ଏକପ୍ରକାର ରୋଗ —୨. A cattle disease accompaied by swelling of the throat.
ଅନୁବାଦ
[ସମ୍ପାଦନା]ତଣ୍ଟି ଘାଆ
|
(ଲକ୍ଷଣାର୍ଥ)
[ସମ୍ପାଦନା]- ୩. (ଲକ୍ଷଣାର୍ଥ) ଗଳଗ୍ରହ — ୩. A burden on one's shoulder.
(ଯଥା—ସେ ମୋର ତଣ୍ଟି—ଘା ହୋଇ ରହିଛି)