ତଣ୍ଟି ଝୁଣିବା

ଉଇକିଅଭିଧାନ ରୁ
Jump to navigation Jump to search

ତଣ୍ଟି ଝୁଣିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

(ଲକ୍ଷଣାର୍ଥ) ତୋଟିକୁ ଜୋର କରି ଧରିବା (ରୂପକାର୍ଥ); କୌଣସି ବ୍ୟକ୍ତିକୁ ଜିଗର କରି ବ୍ୟସ୍ତ କରିବା — (figurative) To trouble a person with importunities.

(ଯଥ—ମୁଁ ଖାତକ ପାଇଁ ଜାମିନ ହୋଇଥିଲି ବୋଲି ମହାଜନ ସବୁବେଳେ ଆସି ମୋ ତଣ୍ଟି ଝୁଣୁଛି)