ତଣ୍ଡ

ଉଇକିଅଭିଧାନ‌ରୁ

ତଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡରୁ କିମ୍ୱା ତଣ୍ଡ ଧାତୁ ଆଘାତ କରିବା, ବଧ କରିବା)[ସମ୍ପାଦନା]

୧. ଅର୍ଥଦଣ୍ଡ; ଜୋରିମାନା — ୧. Penalty of fine; fine.
୨. ଇଚ୍ଛା ବିରୋଧରେ ଦେବା ଅର୍ଥଦଣ୍ଡ —୨. Involuntary payments of illigal assessment.
୩. ବାଧ୍ୟ ହୋଇ କରାଯିବା ବୃଥା ଅର୍ଥବ୍ୟୟ — ୩. Excessive or involuntary expense which a man is obliged to pay.
୪. ଅନ୍ୟାୟ ଅର୍ଥଦଣ୍ଡ —୪. Unjustifiable fine.
୫. ବିନା ଦୋଷରେ ଅର୍ଥଦଣ୍ଡ —୫. Unjustifiable fine.
୬. ଜବରଦସ୍ତି ଅର୍ଥ ଦେବା —୬. Payment through exterlion; payment brought about by force.
୭. ଲୋକସାନ୍; କ୍ଷତି —୭. Loss.

[ଦ୍ରଷ୍ଟବ୍ୟ —ବିନା ଦୋଷରେ ଓ ବାଧ୍ୟ ହୋଇ ଲୋକ ଯେଉଁ ଅର୍ଥଦଣ୍ଡ ଦିଏ ବା ବ୍ୟୟ କରେ, ତାକୁ ତଣ୍ଡ ବୋଲାଯାଏ]