ତଣ୍ଡା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଡ଼=କୂଳ)
[ସମ୍ପାଦନା]
ସମୁଦ୍ରର ପନ୍ତାର; ସମୁଦ୍ର ଉପକୂଳ ଭୂମି —The foreshore of the sea.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]
ଏକପ୍ରକାର ଜୃଣ, ଯହିଁରେ ରକ୍ଷା— ପଞ୍ଚମୀ ଦିନ ଲୁଣ୍ଡା ତିଆରି କରାଯାଇ ଚାଳରେ ଟଙ୍ଗାଯାଏ; ତଣ୍ଡୀ —A kind of reed grass.