ତଣ୍ଡା

ଉଇକିଅଭିଧାନ‌ରୁ

ତଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଡ଼=କୂଳ)[ସମ୍ପାଦନା]

ସମୁଦ୍ରର ପନ୍ତାର; ସମୁଦ୍ର ଉପକୂଳ ଭୂମି —The foreshore of the sea.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ଜୃଣ, ଯହିଁରେ ରକ୍ଷା— ପଞ୍ଚମୀ ଦିନ ଲୁଣ୍ଡା ତିଆରି କରାଯାଇ ଚାଳରେ ଟଙ୍ଗାଯାଏ; ତଣ୍ଡୀ —A kind of reed grass.