ତଣ୍ଡିନେବା

ଉଇକିଅଭିଧାନ‌ରୁ

ତଣ୍ଡିନେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଦଣ୍ଡିତ)[ସମ୍ପାଦନା]

୧. କୌଣସି ବ୍ୟକ୍ତିଠାରୁ ଅନ୍ୟାୟପୂର୍ବକ ଜବରଦସ୍ତି ଟଙ୍କା ଆଦାୟ କରି ନେବା —୧. To extort money from a person.

ରାଜାମାନେ ତଣ୍ଡି ନେବେ ପରଜାର ଧନ ଶ୍ରୀ ଗୁରୁଭକ୍ତି. ଗୀତା

୨. ଅନ୍ୟାୟ ଅର୍ଥଦଣ୍ଡ ଆଦାୟ କରିବା — ୨. To extorce an unjustifiable fine.