ତଣ୍ଡିବା

ଉଇକିଅଭିଧାନ‌ରୁ

ତଣ୍ଡିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଦଣ୍ଡ କିମ୍ୱା ତଣ୍ଡ ଧାତୁ=ଆଘାତ କରିବା, ବଧ କରିବା)[ସମ୍ପାଦନା]

୧. ଅନ୍ୟାୟରେ ଜରିମାନା କରିବା — ୧. To impose an unjustifiable fine.
୨. ଜୋରିମାନା କରି ଅର୍ଥ ଆଦାୟ କରିବା — ୨. To impose and realise a fine.
୩. ଭୟ ଦେଖାଇ ବା ଜବରଦସ୍ତି ଟଙ୍କା ଆଦାୟ କରିବା — ୩. To extort money.


ତଣ୍ଡି ଦୁଃଖୀ, ରଙ୍କି, ଅରକ୍ଷିତ ରାଣ୍ଡ ରାଧାନାଥ. ଦରବାର

[ଦ୍ରଷ୍ଟବ୍ୟ —'ତଣ୍ଡିବା' ଶବ୍ଦରେ ବିନା ଦୋଷରେ ବା ଅନ୍ୟାୟରେ ଅନ୍ୟ ବ୍ୟକ୍ତିଠାରେ ଅର୍ଥଦଣ୍ଡ କରିବା ଓ ତାହା ବଳପୂର୍ବକ ବା ଭୟ ଦେଖାଇ ଆଦାୟ କରିବାର ଭାବବ୍ୟଞ୍ଜିତ ହୁଏ କ୍ଷମତାଶାଳଈ ବ୍ୟକ୍ତି ଗରିବଠାରୁ ଧନ ତଣ୍ଡି ନିଅନ୍ତି]

ରଜା ନିଏ ତଣ୍ଡି, କେଳା ନିଏ ଭଣ୍ଡି ଢଗ