ତଣ୍ଡୁ

ଉଇକିଅଭିଧାନ‌ରୁ

ତଣ୍ଡୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତଣ୍ଡ୍ ଧାତୁ=ଆଘାତ, ବଧ କରିବା+କର୍ତ୍ତୃ+ଉ)

୧. ଶିବଗଣବିଶେଷ; ଶିବାନୁତରାବିଶେଷ; ଯେଉଁମାନେ ମହାଦେବଙ୍କ ସଙ୍ଗେ ଶ୍ମଶାନରେ ବିହାର କରନ୍ତି; ମଡ଼ାଚଣ୍ଡିଆ; ମୁର୍ଦ୍ଦାରଚଣ୍ଡିଆ —୧. A class of attendants of Ṡiba frequenting cremation grounds.
୨. (ନାମ) ମୁନିବିଶେଷ, ଯେ କି ନୃତ୍ୟପ୍ରଣାଳୀର ପ୍ରବର୍ତ୍ତକ — ୨. Name of a sage; the father of the art of dancing.
୩. ମହାଦେବଙ୍କ ଅନୁଚର ନନ୍ଦିକେଶ୍ୱର; ନନ୍ଦୀ (ହିନ୍ଦୀ - ଶବ୍ଦ ସାଗର) —୩. A name of Ṡiba's attendant Nandi.
୪. ମହାଭାରତୋକ୍ତ ମୁନିବିଶେଷ—(ଏହାଙ୍କ ପୁତ୍ରଙ୍କ ରଚିତ ମନ୍ତ୍ର ଯଦୁର୍ବେଦରେ ଅଛି (ହିନ୍ଦୀ - ଶବ୍ଦସାଗର) — ୪. Name of a sage, the father of the auother of some vedic formulae.