ତଣ୍ଡୁଳ
ଦେଖଣା
ତଣ୍ଡୁଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତଣ୍ଡ ଧାତୁ, ଆଘାତ କରିବା+କର୍ମ. ଉଳ)
[ସମ୍ପାଦନା]ଢିଙ୍କି ଆଦିଦ୍ୱାରା ଯାହାକୁ ଆଘାତ କରାଯାଏ ===
- ୧. ଚାଉଳ —୧. Rice; husked rice.
- ୨. ଲେଉଟିଆ ଶାଗ —୨. A kind of pot-herb.
- ୩. ବାଇବିଡ଼ଙ୍ଗ (ଦେଖ) - (ହିନ୍ଦୀ - ଶବ୍ଦସାଗର) ୩. Bāibiṟḍ̠aṅga (See)
- ୪. ୮ ଗୋଟି ସୋରିଷ ଓଜନର ପ୍ରାଚୀନକାଳର ହୀରାର ଓଜନବିଶେଷ (ହିନ୍ଦୀ - ଶବ୍ଦସାଗର) —୪. A standard of weighting diamond equel to the weight of eight mustard seeds.