ତଣ୍ଡେଇବା
ଦେଖଣା
ତଣ୍ଡେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଣ୍ଡେଇବା
|
ଦେଶଜ - କ୍ରି. (ତଣ୍ଡିବାର ଣିଜନ୍ତ ରୂପ)
[ସମ୍ପାଦନା]- ୧. ଜୋରିମାନା କରାଇବା — ୧. To cause a person to pay fine.
- ୨. ଅନ୍ୟ ବ୍ୟକ୍ତକୁ ତଣ୍ଡ ଦେବାକୁ ବାଧ୍ୟ କରିବା — ୨. To cause a person pay money against his wish.
- ୩. କୌଣସି ବ୍ୟକ୍ତିଠାରୁ ଜୋରିମାନା ଆଦାୟ କରିବା — ୩. To enforce or realise a fine.
- ୪. କୌଣସି ବ୍ୟକ୍ତିକୁ ବୃଥା ଖର୍ଚ୍ଚରେ ପକାଇବା, ଜେରବାର କରାଇବା —୪. To put a man to unnecessary loss of money or expense.