ତଣ୍ଡେଇବା

ଉଇକିଅଭିଧାନ‌ରୁ

ତଣ୍ଡେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ତଣ୍ଡିବାର ଣିଜନ୍ତ ରୂପ)[ସମ୍ପାଦନା]

୧. ଜୋରିମାନା କରାଇବା — ୧. To cause a person to pay fine.
୨. ଅନ୍ୟ ବ୍ୟକ୍ତକୁ ତଣ୍ଡ ଦେବାକୁ ବାଧ୍ୟ କରିବା — ୨. To cause a person pay money against his wish.
୩. କୌଣସି ବ୍ୟକ୍ତିଠାରୁ ଜୋରିମାନା ଆଦାୟ କରିବା — ୩. To enforce or realise a fine.
୪. କୌଣସି ବ୍ୟକ୍ତିକୁ ବୃଥା ଖର୍ଚ୍ଚରେ ପକାଇବା, ଜେରବାର କରାଇବା —୪. To put a man to unnecessary loss of money or expense.