Jump to content

ତତଃ

ଉଇକିଅଭିଧାନ‌ରୁ

ତତଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ (ତଦ୍+ ତସ୍)

[ସମ୍ପାଦନା]
୧. ତାହା ପରେ, ତଦନ୍ତରରେ — ୧. After that.
୨. ତେବେ —୨. Then.
୩. ସେଠାରେ —୩. There.
୪. ଯହିଁରେ —୪. In that.
୫. ତହିଁରୁ —୫. From that.
୬. ସେଠାରୁ —୬. From that place; thence.
୭. ସେହି ହେତୁରୁ —୭. Qwing to that.
୮. ସେହି ସମୟରୁ —୮. Since then.