ତତୋଧିକ

ଉଇକିଅଭିଧାନ‌ରୁ

ତତୋଧିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତତୋନ୍ୟୂନ, ତତୋଳ୍ପ—ବିପରୀତ)

ସଂସ୍କୃତ - ବିଶେଷଣ - (ତତଃ+ଅଧିକ)[ସମ୍ପାଦନା]

୧. ତାହାଠାରୁ ଅଧିକ — ୧. More than that.
୨. ଅଧିକତର — ୨. Greater.