ତତ୍କାଳ

ଉଇକିଅଭିଧାନ‌ରୁ

ତତ୍କାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତତ୍କାଳ—ଅନ୍ୟରୂପ)

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଦ୍+କାଳ)[ସମ୍ପାଦନା]

୧. ସେହି ସମୟ — ୧. That time.
୨. ସେହି ନିର୍ଦ୍ଦିଷ୍ଟ ସମୟ — ୨. That particular time.

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ତତ୍କାଳେ)[ସମ୍ପାଦନା]

୧. ତତ୍କ୍ଷଣାତତ୍ — ୧. Instantly; immediately; at once.
୨. ଅତି ଶୀଘ୍ର —୨. Sharp; quickly.

ପୁତ୍ର ଇଚ୍ଛାକରି ଖାଇଲେ ତତ୍କାଳ—କୃଷ୍ଣସିଂହ, ମହାଭାରତ. ସଭା

୩. ଯୁଗପତ୍ —୩. Simultaneously.