ତତ୍ତ୍ୱ

ଉଇକିଅଭିଧାନ‌ରୁ

ତତ୍ତ୍ୱ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତତ୍ୱ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ତତ୍=ସେହି+ଭାବାର୍ଥେ ତ୍ୱ; କୌଣସି ବସ୍ତୁକୁ ଅନେକ ବସ୍ତୁ ମଧ୍ୟରୁ ଖୋଜିଲେ ପ୍ରଥମେ 'ତନ୍ନ' 'ତନ୍ନ' ଅର୍ଥାତ୍ ତାହା ନୁହେଁ ତାହା ନୁହେଁ କରି ଅବଶେଷରେ ଲୋଡ଼ିବା ବସ୍ତୁକୁ ପାଇଲେ 'ତତ୍ତ୍ୱଂ' ଅର୍ଥାତ୍ 'ତାହାଁହିଁ ତୁମ୍ଭେ' ଏହା କହିବାକୁ ହୁଏ ଏଥିରୁ 'ତତ୍ତ୍ୱଂ' ଶବ୍ଦର ଉତ୍ପତ୍ତି)[ସମ୍ପାଦନା]

୧. ପରମାତ୍ମା; ବ୍ରହ୍ମ; ଈଶ୍ୱର —୧. The true God; God; The essential spirit pervading the universe.


୨. ସାର —୨. Essence.
୩. ଯାଥାର୍ଥ୍ୟ; ସତ୍ୟ — ୩. Truth; actual truth; reality.
୪. ଯାଥାର୍ଥ୍ୟ ଜ୍ଞାନ; ପ୍ରକୃତ ଜ୍ଞାନ —୪. True knowledge.
୫. ସ୍ୱରୂପ; ପ୍ରକୃତ ଅବସ୍ଥା; ତଥ୍ୟ —୫. Actual fact or circumstance; real nature of a thing.
୬. ସାର ବସ୍ତୁ; ପଦାର୍ଥ — ୬. A thing; an object; substance; essence.
୭. ସ୍ୱରୂପତା —୭. Identity.
୮. ଚିତ୍ତ; ହୃଦୟ — ୮. The heart; reasoning faculty.
୯. ଅନ୍ୱେଷଣ —୯. Searching.
୧. ଅନୃସନ୍ଧାନ —୧୦. Investigation; enquiry.
୧୧. ବିଳମ୍ୱିତ; ନତ୍ୟ — ୧୧. A measured or slow dance.
୧୨. ବାଦ୍ୟବିଶେଷ — ୧୨. A kind of musical instrument.
୧୩. ମତବାଦ —୧୩. Theory.
୧୪. ହିନ୍ଦୁ ଦର୍ଶନ ଶାସ୍ତ୍ରୋକ୍ତ ଚତୁର୍ବଂଶତି (ମତାନ୍ତରେ ପ଼ଞ୍ଚ— ବଂଶତି) ତତ୍ତ୍ୱ ଯଥା—କ୍ଷିତି, ଅପ୍, ତେଜ, ମରୁତ, ବ୍ୟୋମ, ରୂପ, ରସ, ଗନ୍ଧ, ସ୍ପର୍ଶ, ଶବ୍ଦ, ଚକ୍ଷୂ, କର୍ଣ୍ଣ, ନାସିକା, ଜିହ୍ନା, ତ୍ୱକ୍, ହସ୍ତ, ପଦ, ମୁଖ, ପାୟୁ, ଉପସ୍ଥ, ପ୍ରକୃତି, ମନ, ବୁଦ୍ଧି, ଅହଂକାର —୧୪. The ୨୪ essential elements of the creation according to Hindu philosophy.
୧୫. ସଂବାଦ; ବାର୍ତ୍ତା ଖବର —୧୫. News.
୧୬. ମର୍ମ; ଗୃଢ ଅର୍ଥ — ୧୬. Inner or secret meaning of a thing.

=== ପ୍ରା. ଦେଶଜ - ବିଶେଷ୍ୟ - (କଟକ) (ତୁଳ. ଏହି ଅର୍ଥରେ ବଙ୍ଗଳା ଏହି ଶବ୍ଦ)

୧. ବେଭାର —୧. Social exchange of gifts and presents.

ଦେଶଜ - ବି[ସମ୍ପାଦନା]

୧. ଶିକ୍ଷା —୧. Learning; lesson.
୨. (ଗଣିତ) ଏକ କଡ଼ାର ୨୫: ଭାଗରୁ ଏକଭାଗ — ୨. (Arith.) ୧/୨୫ th of one cowri.
୩. ଚେତ; ହେଜ —୩. Keeping a thing in mind.