ତତ୍ପଦାର୍ଥ

ଉଇକିଅଭିଧାନ‌ରୁ

ତତ୍ପଦାର୍ଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତତ୍+ପଦାର୍ଥ)[ସମ୍ପାଦନା]

୧. ସେହି ପଦାର୍ଥ — ୧. The same thing.
୨. ପରମାତ୍ମା; ପରମେଶ୍ୱର (ହିନ୍ଦୀ - ଶବ୍ଦସାଗର) —୨. God.
୩. ନିବିଷ୍ଟ; ଥାସକ୍ତ —୩. Devoted to; eagerly engaged in; zealous.
୪. ଦକ୍ଷ; ନିପୁଣ —୪. Dilligent; skilful.
୫. ଚତୁର —୫. Clever.
୬. ଉଦ୍ୟତ —୬. Ready; prepared.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ସମୟର ଅତି କ୍ଷୁଦ୍ର ପରିମାଣବିଶେଷ; ନିମେଷର ୩ ଭାଗର ଏକ ଭାଗ (ହିନ୍ଦୀ - ଶବ୍ଦସାଗର) — A very short, ୧/୩୦ th part of a wink of time.

ଦେଶଜ - ବିଶେଷଣ -[ସମ୍ପାଦନା]

ତାହାର ପରବର୍ତ୍ତୀ —Next to that.

(ଯଥା—ତତ୍ପର୍ ପୃଷ୍ଠାରେ ଅମୁକ ବିଷୟ ଲେଖାଅଛି)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ତତ୍ୱରଃ)[ସମ୍ପାଦନା]

ତାହାପରେ; ତଦନନ୍ତର — After that; follwing upon that.

ପୁଲକ ଆଙ୍କୁରେ ମୁକୁରେ ଯେ ଧିକ କରେ କପୋଳ ତତପର ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ