ତତ୍ପୂର୍ବେ
ଦେଖଣା
ତତ୍ପୂର୍ବେ
ଉଚ୍ଚାରଣ
[ସମ୍ପାଦନା](ତତ୍ପର୍ବେ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ତତ୍ପୂର୍ବେ
|
ସଂସ୍କୃତ - କ୍ରି,ବିଶେଷଣ -
[ସମ୍ପାଦନା]ତହିଁରେ ପୂର୍ବଦିଗରେ — East of that.
[ଦ୍ରଷ୍ଟବ୍ୟ —ଓଡ଼ିଆ ଜମି ମାପ ଭଉଁରିଆରେ 'ତତ୍ପୂର୍ବେ' ଶବ୍ଦର ସାଙ୍କେତିକ ତ: ପୁ:]
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା](ସଂସ୍କୃତ - ତତ୍ପୂର୍ବ) ତହିଁର ପୂର୍ବବର୍ତ୍ତୀ କାଳରେ; ତହିଁର ଆଗରୁ —Previously to that; before that.