Jump to content

ତଥାଗତ

ଉଇକିଅଭିଧାନ‌ରୁ

ତଥାଗତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତଥା+ଗତ; ଆଗତ)

[ସମ୍ପାଦନା]
୧. ତଥାଭୃତ; ସେହି ରୂପେ ଘଟିଥିବା —୧. Such; so-conditioned happening in that fashion.
୨. ତଦ୍ରୂପ ଆଗତ; ସେହି ରୂପ ଆସିଥିବା — ୨. Arrived in that manner.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବୁଦ୍ଧଦେବଙ୍କ ଗୋଟିଏ ନାମ — A name of the Buddha.