Jump to content

ତଦନୁରୂପ

ଉଇକିଅଭିଧାନ‌ରୁ

ତଦନୁରୂପ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତତ୍+ଅନୁରୂପ)

[ସମ୍ପାଦନା]

ସେହି ପ୍ରକାରର; ତଦ୍ରୁପ — Similar; resembling that.

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ତଦନୁସାରେ; ସେହିରୂପେ — Similarly; accordingly.