Jump to content

ତଦନ୍ତଃପାତୀ

ଉଇକିଅଭିଧାନ‌ରୁ

ତଦନ୍ତଃପାତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତତ୍+ଅନ୍ତଃପାତୀ; ୬ଷ୍ଠୀ ତତ୍)

[ସମ୍ପାଦନା]

ତହିଁର ମଧ୍ୟଗତ; ତହିଁର ମଧ୍ୟବର୍ତ୍ତୀ, ତହିଁ ମଧ୍ୟରେ ନିବିଷ୍ଟ ବା ନିହିତ —Situated within that; included within that.