ତଦାରଖ୍
ଦେଖଣା
ତଦାରଖ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତଦାରୁକ୍)
[ସମ୍ପାଦନା]- ୧. ତଦନ୍ତ — ୧. Enquiry.
- ୨. ଅନୁସନ୍ଧାନ —୨. Investigation.
- ୩. ପୂର୍ବରୁ ସତର୍କତା —୩. Precaution.
- ୪. ସ୍ଥାନୀୟ ପରୀକ୍ଷା —୪. Local enquiry.
- ୫. ପ୍ରତୀକାର —୫. Remedy; provision.
- ୬. ହଜିବା ଦ୍ରବ୍ୟ ବା ଫେରାର୍ ଆସାମୀକୁ ଖୋଜିବା — ୬. Search after a messing thing or an absconder.
- ୭. କୌଣସି ଅପରାଧ ବା ଦୂର୍ଘଟନା ନ ଘଟିବା ବିଷୟରେ ପ୍ରବାଦ —୭. Precautionary measures.