Jump to content

ତନ୍ତି

ଉଇକିଅଭିଧାନ‌ରୁ

ତନ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ତନ୍ତିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ତନ୍ତ୍ରୀ; ତନ୍ତୁବାୟ)[ସମ୍ପାଦନା]

୧. ଯେଉଁ ଜାତିର ଲୋକେ ଲୁଗା ବୁଣନ୍ତି —୧. A man of the weaver caste.
୨. ତନ୍ତୁବାୟ —୨. Weaver.

ତନ୍ତିଭାଣ୍ଡ, ନିତି ବୁଣୁଥାଏ ମୋହରି ଖଣ୍ଡ ପ୍ରବଚନ

[ଦ୍ରଷ୍ଟବ୍ୟ —ତନ୍ତିମାନଙ୍କର ଶ୍ରେଣୀବିଭାଗ; ଯଥା—ବଙ୍ଗଳା, ରଙ୍ଗଣୀ, ଦୋତଳି, ଗଉଡ଼ିଆ, ମଟିଆ ଓ ସରାକି ଏତଦ୍ଭିନ୍ନ ଯେଉଁ ନୀଚଜାତୀୟ ଲୋକେ ତନ୍ତିକାମ କରି ତନ୍ତି ବୋଲନ୍ତି, ସେମାନଙ୍କର ଶ୍ରେଣୀ, ଯଥା—ବୁଣା, ହଂସୀ ଓ ତଅଁରା ଭିନ୍ନ ଭିନ୍ନ ସ୍ମୃତିରେ ତନ୍ତି ଜାତିର ଉତ୍ପତ୍ତି ସମ୍ୱନ୍ଧେ ଭିନ୍ନ ଭିନ୍ନ ବିବରଣ ଅଛି ମଣିବନ୍ଧ ପୁରୁଷ ମଣିକାର ସ୍ତ୍ରୀ ଠାରୁ, ମତାନ୍ତରେ ବୌଶ୍ୟ ପୁରୁଷ ଓ କ୍ଷତ୍ରୀୟ ସ୍ତ୍ରୀଠାରୁ ତନ୍ତି ଜାତିର ଉତ୍ପତ୍ତି (ହିନ୍ଦୀ - ଶବ୍ଦସାଗର) ଆମ ଦେଶରେ ତନ୍ତି ଜାତି ସମସ୍ତଙ୍କ ଅପେକ୍ଷା ବେଶି ନିର୍ବୋଧ ବା ନିର୍ବୂଦ୍ଧିଆ ବୋଲି ଚିରପ୍ରସିଦ୍ଧ ସେମାନଙ୍କ ସମ୍ୱନ୍ଧେ ଅନେକ ଗୁଡ଼ିଏ ଗଳ୍ପ ଓ ପ୍ରବାଦ ଅଛି ଏଥିପାଇଁ ନିର୍ବୂଦ୍ଧିଆ ବ୍ୟକ୍ତିଙ୍କୁ ତନ୍ତି ବୋଲି ଗାଳି ଦିଆଯାଏ ତନ୍ତିଙ୍କଠାରୁ ତୁଳାଭିଣାଙ୍କ ବୁଦ୍ଧି ଟିକିଏ ସରସ ଥିବାରୁ ମଧ୍ୟ ପ୍ରସିଦ୍ଧ ଅଛି]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ନିର୍ବୋଧ; ଓଲୁ; ଓଲମା —୧. Fool.
୨. ମୂର୍ଖ —୨. Illiterate.

[ଦ୍ରଷ୍ଟବ୍ୟ —ତନ୍ତିମାନଙ୍କ ଓଲୁଆପଣିଆ ଯୋଗୁଁ ଏମାନଙ୍କ ସମ୍ୱନ୍ଧରେ ନାନା ପ୍ରବଚନ ଅଛି ଯଥା—୧ ତନ୍ତିସାଇରେ କଟାଶ ମହାବଳ ୨ ତନ୍ତିଏ ବାଣ୍ଟି କରି ବାଟ ଚାଲିବା ନ୍ୟାୟ ୩ ଗୋଟିଏ ଗବ ପାଇଁ ତନ୍ତିଏ ଧରାଧରି ହୋଇ ବୁଡ଼ିମରିବା ନ୍ୟାୟ]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଗାଈ; ଗୋରୁ —Cattle.