ତନ୍ଦ୍ରା

ଉଇକିଅଭିଧାନ‌ରୁ

ତନ୍ଦ୍ରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତନ୍ଦ୍ର୍ ଧାତୁ= ଅଳସ ହେବା+ ଭାବ. ଅ)[ସମ୍ପାଦନା]

୧. ଅଳ୍ପ ନିଦ୍ରା; ଛାଇ ନିଦ —୧. Slight sleep; nap.
୨. ନିଦ୍ରାବେଶ; ନିଦ ମାଡ଼ିବା; ଘୁମାଇବା — ୨. Drowisness; sleepiness; dozing.
୩. ଜଡ଼ତା; ଆଳସ୍ୟ — ୩. Sloth; idleness; laziness.
୪. ଅବସାଦ; ଅବସନ୍ନତା — ୪. Lassitude; weariness; langour.

ପ୍ରାଦେଶିକ - (ଗଞ୍ଜାମ, ଗଡ଼ଜାତ)ବିଶେଷଣ - ଓ ବିଶେଷ୍ୟ -[ସମ୍ପାଦନା]

ତନ୍ଦରା (ଇତ୍ୟାଦି) (ଦେଖ) - —Tandarā (etc) (See)