ତନ୍ଦ୍ରା
ଦେଖଣା
ତନ୍ଦ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତନ୍ଦ୍ର୍ ଧାତୁ= ଅଳସ ହେବା+ ଭାବ. ଅ)
[ସମ୍ପାଦନା]- ୧. ଅଳ୍ପ ନିଦ୍ରା; ଛାଇ ନିଦ —୧. Slight sleep; nap.
- ୨. ନିଦ୍ରାବେଶ; ନିଦ ମାଡ଼ିବା; ଘୁମାଇବା — ୨. Drowisness; sleepiness; dozing.
- ୩. ଜଡ଼ତା; ଆଳସ୍ୟ — ୩. Sloth; idleness; laziness.
- ୪. ଅବସାଦ; ଅବସନ୍ନତା — ୪. Lassitude; weariness; langour.
ପ୍ରାଦେଶିକ - (ଗଞ୍ଜାମ, ଗଡ଼ଜାତ)ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା]ତନ୍ଦରା (ଇତ୍ୟାଦି) (ଦେଖ) - —Tandarā (etc) (See)